୧୦୦ଦିନିଆ-କାର୍ଯ୍ୟସ୍ଥଳରେ-ମରୁଡ଼ି-ସହ-ସଂଘର୍ଷରତ-ବୟୋଜ୍ୟେଷ୍ଠ

Thanjavur district, Tamil Nadu

Feb 12, 2020

‘୧୦୦ଦିନିଆ’ କାର୍ଯ୍ୟସ୍ଥଳରେ ମରୁଡ଼ି ସହ ସଂଘର୍ଷରତ ବୟୋଜ୍ୟେଷ୍ଠ

ଏକଦା ଅମଳକ୍ଷମ ଅଞ୍ଚଳ ରୂପେ ପରିଚିତ ତାମିଲନାଡୁର କାବେରୀ ନଦୀ ମୁହାଣ ନିକଟ ତ୍ରିକୋଣଭୂମି ଅଞ୍ଚଳର ଚାଷବାସ ଭୟଙ୍କର ମରୁଡ଼ି ପ୍ରକୋପରେ ଧ୍ୱଂସ ହୋଇଯାଇଛି । ଅନେକ ଗାଁର ଯୁବକମାନେ କାମ ସନ୍ଧାନରେ ଅନ୍ୟ ସ୍ଥାନକୁ ଚାଲିଯାଇଛନ୍ତି ଏବଂ ବୟସ୍କମାନେ କିଛି ଅର୍ଥ ଉପାର୍ଜନ ଲାଗି ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।