ନଈରୁ-ଥାଳିକୁ-ସୁନ୍ଦରବନର-ବାଘୁଆ-ଚିଙ୍ଗୁଡ଼ିର-ଯାତ୍ରା

North 24 Parganas, West Bengal

Apr 26, 2019

ନଈରୁ ଥାଳିକୁ: ସୁନ୍ଦରବନର ବାଘୁଆ ଚିଙ୍ଗୁଡ଼ିର ଯାତ୍ରା

ସୁନ୍ଦରବନର ଗାଉଁଲି ମହିଳାମାନଙ୍କ ପାଇଁ, ବାଘୁଆ ଚିଙ୍ଗୁଡ଼ିଯାଆଁଳ ସଂଗ୍ରହ ଏକ ଲାଭବିହୀନ ଏବଂ ଅରୁଚିକର କାମ, ଯଦିଓ ବିକ୍ରୟ ଶୃଙ୍ଖଳର ପରବର୍ତ୍ତୀ ସମୟରେ ଚଢ଼ା ଦରର ଏହି ବ୍ୟଞ୍ଜନ ଅନ୍ୟମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।