‘ଦୃଶ୍ୟ କାର୍ଯ୍ୟ, ଅଦୃଶ୍ୟ ମହିଳା’, ଏକ ପୂର୍ଣ୍ଣ ସଂଗୃହୀତ, କମ୍ପ୍ୟୁଟରୀକୃତ ସ୍ଥିର ଚିତ୍ର ପ୍ରଦର୍ଶନୀ। ଜଣେ ଦର୍ଶକ ସମସ୍ତ ପ୍ରଦର୍ଶନୀକୁ ଏହି ଗୋଟିଏ ଭିଡିଓ ଭିତରେ ପାଇପାରିବେ। ଏଥିରେ ରହିଛି ମୂଳ ଫଟୋ ଏବଂ ଫଟୋ ତଳେ ବିବରଣୀ ପୁନଃଲିଖିତ ହୋଇଛି। ସମସ୍ତ ଫଟୋ ପି.ସାଇନାଥ ଉତ୍ତୋଳନ କରିଛନ୍ତି। ୧୯୯୩ ରୁ ୨୦୦୨ ମଧ୍ୟରେ ଏହି ସବୁ ଫଟୋ ଭାରତର ୧୦ଟି ରାଜ୍ୟରେ ଉତ୍ତୋଳନ କରାଯାଇଛି। ଏସବୁ ଆର୍ଥିକ ସଂସ୍କାରର ପ୍ରଥମ ଦଶନ୍ଧି ଏବଂ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା ଆରମ୍ଭ ହେବାର ଦୁଇ ବର୍ଷ ପୂର୍ବ ସମୟର ଫଟୋ।   

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath