ଜୀବନ-ଆଉ-ମୃତ୍ୟୁ-ମଝିରେ---ମରୁଡ଼ି

Tiruchchirappalli, Tamil Nadu

Aug 23, 2019

ଜୀବନ ଆଉ ମୃତ୍ୟୁ ମଝିରେ - ମରୁଡ଼ି

ତାମିଲନାଡ଼ରୁ ଥାୟାନୁର ଗାଁର ଚାଷୀମାନେ ଭୟଂକର ମରୁଡ଼ିର ସମ୍ମୁଖୀନ ହେଉଛନ୍ତି - କାବେରୀ ତ୍ରିକୋଣଭୂମି ଅଞ୍ଚଳରେ ସଂକଟ ଗମ୍ଭୀର ହେଉଥିବା ବେଳେ କିଛି ଚାଷୀ ଆଘାତ ପାଇ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଅନେକ ଚାଷୀ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ।

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।