ଜାହାଙ୍ଗିରଙ୍କ-କାହାଣୀ

Saharsa, Bihar

Sep 17, 2019

ଜାହାଙ୍ଗିର’ଙ୍କ କାହାଣୀ

ଉତ୍ତର ବିହାରରେ, ସରକାରଙ୍କ ଦ୍ୱାରା ଅଶାନ୍ତ କୋଶି ପାର୍ଶ୍ୱରେ ବନ୍ଧ ନିର୍ମାଣ କରାଯିବା ଯୋଗୁଁ ସଂଘର୍ଷର ସୂତ୍ରପାତ ହୋଇଛି, ଏହା ଯୋଗୁଁ ବନ୍ୟା ପରିସ୍ଥିତି ଗୁରୁତର ହୋଇଛି ଓ ଘୋଙ୍ଗେପୁର ଓ ଅନ୍ୟ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

Want to republish this article? Please write to [email protected] with a cc to [email protected]

Author

Sayantoni Palchoudhuri

ସାୟାନ୍ତନି ପାଲଚୌଧୁରୀ ଜଣେ ସ୍ୱାଧୀନ ଫଟୋଗ୍ରାଫର ଏବଂ ୨୦୧୫ ପରି ଫେଲୋ। ତାଙ୍କର କାର୍ଯ୍ୟ ସାରା ଭାରତରେ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରସଙ୍ଗର ଏକ ବୃହତଶୃଙ୍ଖଳର ଦସ୍ତାବିଜକରଣ ଉପରେ କେନ୍ଦ୍ରିତ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।