ଘୁଞ୍ଚୁଥିବା-ବାଲି-ଓ-ବଦଳୁଥିବା-ଜୁଆର

North Goa, Goa

Aug 19, 2019

ଘୁଞ୍ଚୁଥିବା ବାଲି ଓ ବଦଳୁଥିବା ଜୁଆର

ଗୋଆର କଳାଙ୍ଗୁଟେ ଗ୍ରାମର ମତ୍ସ୍ୟଜୀବମାନଙ୍କ ଉପରେ ଆଧାରିତ ଏକ ବୃତ୍ତଚିତ୍ର ପରୀ ଉପସ୍ଥାପନ କରୁଛି, ଯେଉଁଥିରେ ପର୍ଯ୍ୟଟନ ଓ ଟ୍ରଲର୍‌ କାରଣରୁ ସେଠାରେ ମାଛ ସଂଖ୍ୟା କିଭଳି ଭାବେ ହ୍ରାସ ପାଉଛି, କାହିଁକି ଅନେକ ଲୋକ ସେମାନଙ୍କ ଧନ୍ଦା ବନ୍ଦ କରିଦେଉଛନ୍ତି, ଓ କିଛି ଲୋକ ଏବେ ମଧ୍ୟ କିଭଳି ଭାବେ ସମୁଦ୍ରକୁ ଯିବା ଜାରି ରଖିଛନ୍ତି, ସେ ବିଷୟରେ ବର୍ଣ୍ଣନା କରାଯାଇଛି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sonia Filinto

ସୋନିଆ ଫିଲିଣ୍ଟୋ ହେଉଛନ୍ତି ମୁମ୍ବାଇର ଜଣେ ମିଡିଆ କାର୍ଯ୍ୟକର୍ତ୍ତା ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।