କୋହ୍ଲାପୁର-ବନ୍ୟା-ପ୍ରଭାବରୁ-ମୁକୁଳିବା-ପାଇଁ-ସଂଘର୍ଷ-କରୁଛି-ଭିଣ୍ଡେୱାଡ଼େ

Kolhapur, Maharashtra

Aug 29, 2019

କୋହ୍ଲାପୁର ବନ୍ୟା ପ୍ରଭାବରୁ ମୁକୁଳିବା ପାଇଁ ସଂଘର୍ଷ କରୁଛି ଭିଣ୍ଡେୱାଡ଼େ

ମହାରାଷ୍ଟ୍ରର କୋହ୍ଲାପୁର ଏବଂ ସାଙ୍ଗଲି ଜିଲ୍ଲାରେ ଅତିକମ୍ରେ ୪୦ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି, ୪୦୦,୦୦୦ରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ କରାଯାଇଛି। ଗୃହପାଳିତ ପଶୁ ଓ ଫସଲ ହାନିର ସୀମା ନାହିଁ, ଏପର୍ଯ୍ୟନ୍ତ ସଠିକ୍ ଆକଳନ ହୋଇନାହିଁ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।