ଔରେ-ପଲ୍‌ହେରି-ଭଙ୍ଗା-ପୋଲ-ବୁଡ଼ି-ଯାଉଥିବା-ଆଶା

Thane, Maharashtra

Sep 17, 2019

ଔରେ ପଲ୍‌ହେରି: ଭଙ୍ଗା ପୋଲ, ବୁଡ଼ି ଯାଉଥିବା ଆଶା

୨୦୦୫ରେ ଏଠାକାର ଏକମାତ୍ର ପୋଲ ଭୁଶୁଡ଼ି ପଡ଼ିବା ପରେ, ମହାରାଷ୍ଟ୍ରର ଶାହାପୁର ତାଲୁକାରେ ଥିବା ଏକ ନିଛାଟିଆ ପଲ୍ଲୀର ବାସିନ୍ଦାମାନେ ବର୍ଷା ଋତୁରେ ସ୍କୁଲ୍‌, କାର୍ଯ୍ୟକ୍ଷେତ୍ର, ଡାକ୍ତରଖାନା ଏବଂ ବଜାରକୁ ଯିବା ପାଇଁ ସବୁଦିନ ଏକ ଖସଡ଼ା କାନ୍ଥ ଉପରେ ଚାଲି ବିପଦକୁ ବରଣ କରି ନିଅନ୍ତି ।

Author

Jyoti

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।