ଉଦୟରାମପୁରରେ-ମୋଲ୍ଲୀର-ଲାଳନପାଳନ

South 24 Parganas, West Bengal

Sep 16, 2019

ଉଦୟରାମପୁରରେ ମୋଲ୍ଲୀର ଲାଳନପାଳନ

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ଗ୍ରାମଗୁଡିକରେ କରାଯାଉଥିବା ମାଛ ଚାଷ ପାଇଁ କଠିନ ପରିଶ୍ରମ କରିବାକୁ ପଡେ, ଯଦିଓ ଏହି ବେପାରରେ ସବୁବେଳେ ସମାନ ପରିମାଣର ଆୟ ହେବା ନିଶ୍ଚିତ ନୁହେଁ, ତଥାପି ଚାଷୀମାନେ ମାଛଗୁଡିକୁ ସେମାନଙ୍କ ନିଜ ସନ୍ତାନ ଭଳି ‘ଲାଳନପାଳନ’ କରିଥାନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Barnamala Roy

Barnamala Roy has a postgraduate degree in English from Presidency University, Kolkata; she has worked as a sub-editor at ‘Kindle’ magazine, and is a translator and freelance writer.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।