ଅବହେଳାରୁ-ବନ୍ୟା

West Godavari District, Andhra Pradesh

Jun 07, 2018

ଅବହେଳାରୁ ବନ୍ୟା

ଗତବର୍ଷ ଅକ୍ଟୋବର ମାସରେ ପୋଲାଭରମ୍ କେନାଲର ବନ୍ୟାଜଳ ଯୋଗୁଁ ଇତୁକୁଲାକୋଟାର ବହୁ ଆଦିବାସୀ ପରିବାରର ଘର ଓ ଫସଲ ନଷ୍ଟ ହୋଇଥିଲା। ବିନା ସରକାରୀ ସହାୟତାରେ ସେମାନେ ଏବେ ମଧ୍ୟ ସେହି କ୍ଷୟକ୍ଷତିକୁ ଭରଣା କରିବାକୁ ଉଦ୍ୟମ କରୁଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।