
SANGUR, PUNJAB
|THU, JUL 20, 2023
ରଣ୍ ର ସଙ୍ଗୀତ : କଚ୍ଛୀ ଲୋକଗୀତର ସଂଗ୍ରହ
କଚ୍ଛ ମହିଳା ବିକାଶ ସଂଗଠନର ସହଭାଗିତାରେ ପରୀର ଏହି ମଲ୍ଟିମିଡିଆ ସଂଗ୍ରହ ବା ଆର୍କାଇଭରେ କଚ୍ଛ ଲୋକ ଗୀତର ଏକ ସମୃଦ୍ଧ ସଂଗ୍ରହ ରହିଛି । ୩୪୧ଟି ଗୀତରେ ପ୍ରେମ, ଲାଳସା, କ୍ଷତି, ବିବାହ, ଭକ୍ତି, ମାତୃଭୂମି, ଲିଙ୍ଗଗତ ସଚେତନତା, ଗଣତାନ୍ତ୍ରିକ ଅଧିକାର ଆଦି ବିଷୟବସ୍ତୁ ପ୍ରତିଫଳିତ ହେବା ସହିତ ଛବି, ଭାଷା ଓ ସଙ୍ଗୀତ ଜରିଆରେ ଏହି କ୍ଷେତ୍ରର ପ୍ରଚୁର ବିବିଧତାକୁ ଦର୍ଶାଯାଇଛି । ଗୁଜରାଟର ୩୦୫ ଜଣ ତବଲା ବାଦକ, ଗାୟକ ଓ ବାଦ୍ୟଯନ୍ତ୍ର ବାଦକଙ୍କ ଏକ ଅନୌପଚାରିକ ଦଳ ବିଭିନ୍ନ ପ୍ରକାର ସଙ୍ଗୀତ ପରିବେଶ କରିବା ସହିତ ଲୁପ୍ତପ୍ରାୟ ସ୍ଥିତିରେ ଥିବା ଏକ ସମୃଦ୍ଧ ମୌଖିକ ପରମ୍ପରାକୁ ଜୀବନ୍ତ କରିଥାନ୍ତି । ମରୁଭୂମି ବିସ୍ତର୍ଣ୍ଣ କ୍ଷେତ୍ରରେ ଏମାନଙ୍କର ସ୍ୱର ଧୀରେ ଧୀରେ ନିରବୀ ଯାଉଥିବାରୁ ଏମାନଙ୍କୁ ସଂରକ୍ଷିତ କରି ରଖିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି
Author
Translator
6. ଘରର ଶତ୍ରୁ
ବାହାଘର ପରେ କିମ୍ବା ଏହି କାରଣରୁ ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା କଚ୍ଛର ଏକ ଛୋଟ ଝିଅ ବିଷୟରେ ଦୁଃଖଭରା ଗୀତ
5. କଚ୍ଛ: ଭକ୍ତି ଓ ଭ୍ରାତୃତ୍ଵର ମିନାର
ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଗୋଟିଏ ଅଞ୍ଚଳର ଲୋକଗୀତ ମାଧ୍ୟମରେ ସଙ୍ଗୀତ, ସ୍ଥାପତ୍ୟ ଓ ସଂସ୍କୃତିର ଏକ ସୁସଂହତ ପରମ୍ପରା ସଂରକ୍ଷଣ କରାଯାଇଛି। ଏହି ଭକ୍ତି ଗୀତଟି ମରୁଭୂମିର ସ୍ଵତନ୍ତ୍ରତାକୁ ଅନୁରଣିତ କରେ
4. ଏଇ ଅଗଣା, ଆମ ଘର, ଆଉ ମୋ ଗାଁ
ବାହାଘର ପରେ ଘର ଛାଡ଼ି ଯାଉଥିବା ଝିଅଟିଏର ଅନ୍ତର୍ବେଦନାକୁ ଶୁଣନ୍ତୁ ଏହି ‘କଚ୍ଛି’ ଗୀତରେ
3. ନାରୀମାନେ ଯେଉଁଠି ଗାଆନ୍ତି ସ୍ୱାଧୀନତାର ଗୀତ
ସମାନ ସମ୍ପତ୍ତି ଅଧିକାର ଦାବିରେ କଚ୍ଛ ଗ୍ରାମାଞ୍ଚଳର ନାରୀମାନେ ଗାଉଥିବା ଏହି ଲୋକଗୀତଟି ସେମାନଙ୍କ ପ୍ରତିବାଦର ନୂତନ ସ୍ଵରକୁ ପ୍ରତିପାଦନ କରେ
2. କଚ୍ଛରେ : ଏକ ହ୍ରଦ ଓ ଏକ ପ୍ରେମ କାହାଣୀ
ଭୁଜର ପୃଷ୍ଠଭୂମି ଉପରେ ଆଧାରିତ କଚ୍ଛର ଏହି ଲୋକଗୀତରେ ପ୍ରେମ ଓ ବିରହର ସ୍ୱର ଶୁଭିଥାଏ। ପରୀରେ ଉପଲବ୍ଧ କଚ୍ଛ ଲୋକଗୀତ ଶୃଙ୍ଖଳାର ଏହା ଦ୍ୱିତୀୟ ଅଧ୍ୟାୟ
1. କଚ୍ଛର ମିଠା ପାଣି: ରଣର ଗୀତ
ଗୁଜୁରାଟର ଏହି ଉତ୍ତର-ପଶ୍ଚିମ ଅଞ୍ଚଳର ଏହି ଗୀତ କଚ୍ଛର ମଣିଷ ଏବଂ ସଂସ୍କୃତି ଉତ୍ସବ ମନେଇଥାଏ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/songs-of-the-rann-archive-of-kutchi-folk-songs-or






