in-agartala-driving-up-the-wall-or

Agartala, Tripura

Jan 04, 2024

ଅଗରତଲାରେ, ମରଣ କୂଅରେ ଜୀବନ!

ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ଆୟୋଜିତ ମେଳାରେ ‘ମୌତ କା କୂଆଁ’ (ମୃତ୍ୟୁର କୂଅ) ଏକ ଅତି ଆକର୍ଷଣୀୟ ଏବଂ ଉଚ୍ଚକୋଟୀର ପ୍ରଦର୍ଶନ, ଯେଉଁଥିରେ ଦୁଃସାହସୀ ଯୁବକମାନେ ମାଧ୍ୟାକର୍ଷଣ ଶକ୍ତିର ପ୍ରତିରୋଧ କରି ନିଜର କଳାକୌଶଳ ପରିବେଷଣ ସହିତ ସେହି ସ୍ଥଳ ନିର୍ମାଣରେ ବି ସହାୟତା କରନ୍ତି । ଦୁର୍ଗାପୂଜା ଅବସରରେ ତ୍ରିପୁରାରେ ଆୟୋଜିତ ଏକ ମେଳାରେ ଏହାର ଲୋକପ୍ରିୟତା ଏତେ ଅଧିକ ହେଲା ଯେ ଏହି ଖେଳର ସମୟସୀମା ସଂପ୍ରସାରଣ କରିବାକୁ ପଡ଼ିଲା

Want to republish this article? Please write to [email protected] with a cc to [email protected]

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

Sayandeep Roy

ସନ୍ଦୀପ ରୟ ତ୍ରିପୁରା, ଅଗରତାଲାର ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର। ସେ ସଂସ୍କୃତି, ସମାଜ ଏବଂ ସାହସିକ କାହାଣୀ ଉପରେ ଲେଖନ୍ତି ଏବଂ ସେ ବ୍ଲିଙ୍କର ସମ୍ପାଦକ ।

Editor

Sanviti Iyer

ସନ୍ୱିତୀ ଆୟାର ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆରେ ଜଣେ ବିଷୟବସ୍ତୁ ସଂଯୋଜିକା ଭାବେ କାର୍ଯ୍ୟ କରୁଛନ୍ତି। ଗ୍ରାମୀଣ ଭାରତର ପ୍ରସଙ୍ଗ ଉପରେ ଦସ୍ତାବିଜ ସଂଗ୍ରହ କରିବା ଏବଂ ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟତା ଲାଗି ସେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ କାମ କରିଥାନ୍ତି।