ଅନନ୍ତପୁରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଳ
ଆନ୍ଧ୍ରପ୍ରଦେଶ ଅନନ୍ତପୁର ସହରର ଜଣେ ଦଳିତ ବ୍ୟାଙ୍କ କ୍ୟାସିୟର ଓ ଜଣେ ମୁସଲମାନ ଫୁଲ ବ୍ୟବସାୟୀ, ସେମାନଙ୍କର ସମ୍ମାନସ୍ପଦ ନେତା ଯେମିତି ପ୍ରତିଦିନ ତାଜା ଫୁଲ ପାଇବେ ବହୁ ବର୍ଷ ଧରି ଏକଥା ନିଶ୍ଚିତ କରିଆସୁଛନ୍ତି।



ଆନ୍ଧ୍ରପ୍ରଦେଶ ଅନନ୍ତପୁର ସହରର ଜଣେ ଦଳିତ ବ୍ୟାଙ୍କ କ୍ୟାସିୟର ଓ ଜଣେ ମୁସଲମାନ ଫୁଲ ବ୍ୟବସାୟୀ, ସେମାନଙ୍କର ସମ୍ମାନସ୍ପଦ ନେତା ଯେମିତି ପ୍ରତିଦିନ ତାଜା ଫୁଲ ପାଇବେ ବହୁ ବର୍ଷ ଧରି ଏକଥା ନିଶ୍ଚିତ କରିଆସୁଛନ୍ତି।
ଡିସେମ୍ବର ୬ରେ ବାବାସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଗ୍ରାମାଞ୍ଚଳ ଭାରତର ଗରିବ ଲୋକମାନଙ୍କୁ ମୁମ୍ବାଇର ଦାଦର ଚୈତ୍ୟ ଭୂମିକୁ ଟାଣିଆଣେ। ନିଷ୍ପେସିତ ଏବଂ ନିର୍ଯାତିତମାନଙ୍କର ଏହି ଯେଉଁ ସମାବେଶ ହୁଏ, ତାହା ଚକିତ କଲାଭଳି। ଏହା ଶ୍ରଦ୍ଧାଞ୍ଜଳି ଏବଂ ଆତ୍ମସମ୍ମାନର ସମାଗମ।
ଡିସେମ୍ବର ୮, ୨୦୧୭ | ଶର୍ମିଳା ଯୋଶୀ
ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ, ଶାହିର ଆତ୍ମାରାମ ସାଲଭେଙ୍କ କବିତା ଶ୍ରୋତାମାନଙ୍କୁ ପୁରୁଣା ପଦ୍ଧତି ତ୍ୟାଗ କରିବା ଏବଂ ବାବାସାହେବଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଆଗକୁ ବଢ଼ିବା ପାଇଁ ଆହ୍ଵାନ କରିଥାଏ
ତାଙ୍କର ଜନ୍ମବାର୍ଷିକୀରେ, ଶାହିର ଆତ୍ମାରାମ ସାଲ୍ଭେଙ୍କୁ ଶ୍ରଦ୍ଧାଞ୍ଜଳି, ଯାହାଙ୍କର ଅଗ୍ନିବର୍ଷୀ କବିତା ମରାଠାୱାଡ଼ାରେ ୧୯୭୦-୮୦ ଦଶକରେ ନମନ୍ତର ଆନ୍ଦୋଳନକୁ ରୂପରେଖ ଦେଇଥିଲା । ତାଙ୍କର ଗୀତଗୁଡ଼ିକ ଆଜି ମଧ୍ୟ ଦଳିତଙ୍କ ଅଧିକାର ପାଇଁ ସଂଘର୍ଷକୁ ପ୍ରୋତ୍ସାହିତ କରୁଛି
୧୮୮୫ ମସିହାରେ ମହାତ୍ମା ଫୁଲେଙ୍କ ଶିଷ୍ୟା ମୁକ୍ତା ସାଲଭେ ଯେଉଁଭଳି ଜାତିପ୍ରଥାକୁ ବିରୋଧ କରିଥିଲେ, ଠିକ୍ ସେହିଭଳି, ଆମ ସମୟରେ, ବାବାସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ କାଡୁବାଇ ଖରାତ ଏବଂ ତାଙ୍କ ଏକତାରି ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ
ଡକ୍ଟର ବି. ଆର ଆମ୍ବେଦକରଙ୍କ ଜୟନ୍ତୀରେ ଶାହିର ଦାଦୁ ସାଲଭେ ଆମ୍ବେଦକରବାଦୀ ଆନ୍ଦୋଳନରେ ତାଙ୍କ ସଙ୍ଗୀତର ଯୋଗଦାନ ବିଷୟରେ କଥା ହୋଇଛନ୍ତି। ବାବାସାହେବଙ୍କ ଦେହାନ୍ତର ବହୁ ଦଶନ୍ଧି ପରେ ମଧ୍ୟ ତାଙ୍କ ଭଳି ଗାୟକମାନେ ଜାତିପ୍ରଥା ବିରୋଧି ଆନ୍ଦୋଳନକୁ ପ୍ରସାରିତ କରି ମହାରାଷ୍ଟ୍ରର କୋଣ ଅନୁକୋଣକୁ ନେଇ ଯାଇଛନ୍ତି
ଧାରାବି, ମୁମ୍ବାଇରେ ଡକ୍ଟର ବି. ଆର୍. ଆମ୍ୱେଦକରଙ୍କର ଶ୍ରାଦ୍ଧ ବାର୍ଷିକୀ ଦିନ କିଛି ତାମିଲ୍ ବାସିନ୍ଦା ଏକତ୍ରିତ ହୋଇ ମହାନ୍ ନେତାଙ୍କର କାର୍ଯ୍ୟ ଏବଂ ଶିକ୍ଷା ବିଷୟରେ ସଚେତନତାର ପ୍ରଚାର ପ୍ରସାର କରି ଏହି ଦିନଟିକୁ ପାଳନ କରିଥିଲେ
୧୫ ଅଗଷ୍ଟ, ୨୦୨୩ ଉପଲକ୍ଷେ ପରୀ ଆପଣଙ୍କ ପାଇଁ ଶୋଭାରାମ ଗେହେରୱାରଙ୍କ କାହାଣୀ ନେଇ ଆସିଛି ଯିଏକି ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶରଙ୍କ ଗୁଳିମାଡ଼ରେ ଆହତ ହୋଇଥିଲେ। ରାଜସ୍ଥାନର ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ଵ କରୁଥିବା ଏହି ୯୮ ବର୍ଷ ବୟସ୍କ ବ୍ୟକ୍ତି ଜଣେ ଆତ୍ମଘୋଷିତ ଗାନ୍ଧୀବାଦୀ, ଡକ୍ଟର ଆମ୍ବେଦକରଙ୍କ ଦୃଢ଼ ପ୍ରଶଂସକ ଏବଂ ଗୁପ୍ତ ବିପ୍ଳବୀ ସମୂହର ସଦସ୍ୟ । ୨୦୨୨ରେ ପେଙ୍ଗୁଇନ୍ ଦ୍ଵାରା ପ୍ରକାଶିତ ପି. ସାଇନାଥଙ୍କ “ଦ ଲାଷ୍ଟ ହିରୋଜ୍, ଫୁଟ୍ସୋଲଜର୍ସ ଅଫ୍ ଇଣ୍ଡିଆସ୍ ଫ୍ରିଡମ” (ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ନାୟକ, ପଦାତିକ ସୈନିକ) ରୁ କିଛି କିୟଦଂଶ
ମାତଙ୍ଗ ସମ୍ପ୍ରଦାୟର ଗୋଟିଏ ଛୋଟ ଝିଅ ମହାରାଷ୍ଟ୍ରର ବିଭିନ୍ନ ଗାଁରେ ନିଜ ମା’-ବାପାଙ୍କ ସହିତ ଗୀତ ଗାଇ ଗାଇ ଭିକ୍ଷା ମାଗୁଛି ଏବଂ ବଡ଼ ହୋଇ ଜଣେ ବିପ୍ଳବୀ ଶାହିର୍ ହେବାକୁ ଚାହୁଁଛି । ସେ ‘ଦିମଡି’ ନାମକ ଛୋଟିଆ ତାଳବାଦ୍ୟ ବଜାଇବା ସହିତ ଭୀମ ଗୀତ ଗାଉଛନ୍ତି ଏବଂ ବାବାସାହେବଙ୍କ ବାର୍ତ୍ତା ପ୍ରଚାର କରୁଛନ୍ତି । ୧୪ ଏପ୍ରିଲ, ୨୦୨୪ରେ ଆମ୍ବେଦକର ଜୟନ୍ତୀ ଅବସରରେ ଏଠାରେ ତାଙ୍କର କାହାଣୀ ବର୍ଣ୍ଣନା କରାଯାଇଛି
ଏପ୍ରିଲ୍ ୧୪, ୨୦୨୪ | କେଶବ ୱାଘମାରେ
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/dr-b-r-ambedkar-mp-or