ଡ୍ୟୁଟି ସମୟରେ
ଯେତେବେଳେ କନଷ୍ଟେବଳ ଦାମିନୀ, ତାଙ୍କ ଉପରିସ୍ଥ ପୋଲିସ ଅଧିକାରୀଙ୍କ ସମେତ ତିନି ଜଣଙ୍କ ଦ୍ୱାରା କାର୍ଯ୍ୟସ୍ଥଳରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା, ସେତେବେଳେ ତାଙ୍କ ବିରୋଧରେ କଠୋର ବ୍ୟବସ୍ଥାର ସେ ସମ୍ମୁଖୀନ ହୋଇଥିଲେ। ଏହା ହେଉଛି ନ୍ୟାୟ ପାଇଁ ଚାଲିଥିବା ତାଙ୍କ ସଂଘର୍ଷର କାହାଣୀ
ଅକ୍ଟୋବର ୨୩, ୨୦୨୪ | ଜ୍ୟୋତି






