ହେସରଘଟ୍ଟାରେ-ଡୋଲୁ-ନୃତ୍ୟ

Bangalore Urban, Karnataka

Jan 25, 2019

ହେସରଘଟ୍ଟାରେ ଡୋଲୁ ନୃତ୍ୟ

ବେଙ୍ଗାଲୁରୁର ଉପନଗରୀୟ ଅଞ୍ଚଳରେ କିଛି କିଶୋରୀ ଏକ କନ୍ନଡ଼ ଡ୍ରମ ଓ ନୃତ୍ୟ କଳାରେ ଉତ୍କର୍ଷ ଲାଭ କରିଛନ୍ତି ଯାହାକୁକି ପୂର୍ବରୁ ହୃଷ୍ଟପୃଷ୍ଟ ଲୋକମାନଙ୍କର ଦକ୍ଷତା ଭାବେ ଗଣନା କରାଯାଉଥିଲା । ଏଠାରେ ଥିବା ଭିଡିଓରେ ଝିଅମାନଙ୍କର ସେହି ଦଳ ଅଦ୍ଭୁତ ଶକ୍ତି ଓ ତାଳର ସହ ପ୍ରଦର୍ଶନ କରୁଥିବାର ଦେଖନ୍ତୁ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Vishaka George

ବିଶାଖା ଜର୍ଜ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ଜୀବନଜୀବିକା ଓ ପରିବେଶ ପ୍ରସଙ୍ଗରେ ରିପୋର୍ଟ ଲେଖିଥାନ୍ତି। ବିଶାଖା ପରୀର ସାମାଜିକ ଗଣମାଧ୍ୟମ ପରିଚାଳନା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରୀର କାହାଣୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣିବା ଲାଗି ସେ ପରୀ ଏଜୁକେସନ ଟିମ୍‌ ସହିତ କାର୍ଯ୍ୟ କରିଥାନ୍ତି ଏବଂ ନିଜ ଆଖପାଖର ପ୍ରସଙ୍ଗ ବିଷୟରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।