ସେ-କହନ୍ତି-ମୁଁ-ମୋ-ମାଙ୍କ-ଠାରୁ-ବେଶୀ-ଅଭିଶପ୍ତ

Banswara, Rajasthan

Jul 15, 2019

‘ସେ କହନ୍ତି ମୁଁ ମୋ ମା’ଙ୍କ ଠାରୁ ବେଶୀ ଅଭିଶପ୍ତ’

ପୁଅ ଝିଅ ଅନୁପାତ କ୍ଷେତ୍ରରେ ତଳେ ଥିବା ରାଜସ୍ଥାନ ଭଳି ରାଜ୍ୟର ବଂଶୱାଡ଼ା ଜିଲ୍ଲାରେ ପୁଅଟିଏ ପାଇଁ ମହିଳାଙ୍କ ଉପରେ ସାମାଜିକ ଚାପ କାରଣରୁ ସେମାନେ ଏକାଧିକ ପିଲା ଜନ୍ମ କରି ଚାଲନ୍ତି। ଏହି ଘଟଣା ଧୀରେ ଧୀରେ ଆହ୍ୱାନ ପାଲଟୁଛି।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।