ସେରା-ବାଡ଼ୋଲି-ପାଇଁ-ଏକ-ଡାକଘର

Pithoragarh, Uttarakhand

Aug 20, 2019

ସେରା ବାଡ଼ୋଲି ପାଇଁ ଏକ ଡାକଘର

ଇଣ୍ଟରନେଟ୍‌ ଯୁଗରେ, ନାଲି ରଙ୍ଗର ଡାକ ବାକ୍‌ସଟିଏ ପହଞ୍ଚିବା କ’ଣ ଏକ ଉତ୍ସବ ପାଳନର କାରଣ ହୋଇପାରେ ? ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଥିବା ଛଅଟି ଗାଁର ଲୋକେ ସେମାନଙ୍କ ଚିଠିପତ୍ର ଆଣିବା ଲାଗି ବେଳେବେଳେ ୭୦ କିଲୋମିଟର ଯାତ୍ରା କରୁଥିଲେ । ଜୁନ୍‌ ମାସରେ PARIର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଡାକଘର ଖୋଲିବା କାମ ତ୍ଵରାନ୍ଵିତ ହେଲା । ଏବଂ ଗାଁ ଲୋକେ ମିଠା ବାଣ୍ଟି ଡାକ ବାକ୍‌ସକୁ ସ୍ଵାଗତ କଲେ ।

Want to republish this article? Please write to [email protected] with a cc to [email protected]

Author

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।