ଲଡାଇତିଙ୍କ-ରଙ୍ଗ-କଥା-କୁହେ-ତାଙ୍କ-ଡିଜାଇନ୍ରେ-ହସ-ଆଙ୍କି-ହୋଇଯାଏ

Udham Singh Nagar, Uttarakhand

Apr 18, 2019

ଲଡାଇତିଙ୍କ ରଙ୍ଗ କଥା କୁହେ, ତାଙ୍କ ଡିଜାଇନ୍ରେ ହସ ଆଙ୍କି ହୋଇଯାଏ

ଉତ୍ତରାଖଣ୍ଡର ସାଲ୍ମତା ଗ୍ରାମର ଲଡାଇତି ଦେବି ହେଉଛନ୍ତି ଜଣେ ଆତ୍ମ ପ୍ରତ୍ୟୟୀ ଓ ବୁଦ୍ଧିମତି ଯୋଦ୍ଧା, ଯାହା ଦ୍ୱାରା ଅନ୍ୟ ମହିଳାମାନେ ଅନୁପ୍ରାଣିତ ହୋଇଥାନ୍ତି । ସେ ଡୁରିସ୍ ବୁଣିବା ପାଇଁ ନିଷ୍ପତି ନେବା ପୂର୍ବରୁ, ତାଙ୍କ ପରିବାରର ବାରଣ ସତ୍ତ୍ୱେ କିଛି ରୋଜଗାର କରିବା ପାଇଁ ଅନେକ ପ୍ରକାରର କାମ କରିବାକୁ ଚେଷ୍ଟା କରିଥିଲେ – ଓ ବର୍ତ୍ତମାନ ତାଙ୍କ ଆଙ୍ଗୁଠି ବୁଣା ଜିନିଷରେ ଯାଦୁ ରହିଥିବା ଭଳି ମନେହୁଏ ଯାହା ସେହି ଅଞ୍ଚଳରେ ସମସ୍ତେ ଜାଣନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।