ରୋଗାନ୍‌-ଜୋସ୍‌

Kutch, Gujarat

Nov 13, 2019

ରୋଗାନ୍‌ ଜୋସ୍‌

କଚ୍ଛର ନୋରୋନା ଗ୍ରାମରେ ରହୁଥିବା ଖତ୍ରୀ ପରିବାରର ରୋଗନ କଳା ପ୍ରତି ରହିଥିବା ପ୍ରବଳ ଉତ୍ସାହ ଯୋଗୁଁ ଏହି ପରମ୍ପରା ୩୦୦ବର୍ଷ ଧରି ବଞ୍ଚି ରହିଛି ।

Want to republish this article? Please write to [email protected] with a cc to [email protected]

Author

Jaimini Luharia

ଜାମିନି ଲୁହାରିଆ ହେଉଛନ୍ତି ୨୦୧୫-୨୦୧୬ ଇଣ୍ଡିଆ ଫେଲୋ, ଯାହା ହେଉଛି ଦିଲ୍ଲୀରେ ଥିବା I-ଭଲ୍ୟୁଣ୍ଟରର ‘ସୋସିଆଲ୍‌ ଲିଡର୍‌ସିପ୍‌ ପ୍ରୋଗ୍ରାମ’ର ଅଂଶ । ସେ ଜଣେ ଫଟୋଗ୍ରାଫର ଓ ଫିଲ୍ମମେକର୍‌ ମଧ୍ୟ ଓ ଫରିଦାବାଦରେ ଗୋଷ୍ଠୀ ରେଡିଓ ପ୍ରୋଜେକ୍ଟରେ ମଧ୍ୟ କାମ କରିଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।