ମହାରାଷ୍ଟ୍ରରେ-ଚାଷୀ-ଆତ୍ମହତ୍ୟା-୪୦-ପ୍ରତିଶତ-ବୃଦ୍ଧି

Jalna, Maharashtra

Apr 07, 2020

ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ୪୦ ପ୍ରତିଶତ ବୃଦ୍ଧି

‘ରାଜ୍ୟ ସରକାର’- ମୁଖ୍ୟତଃ ରାଜସ୍ଵ ବିଭାଗଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଚାଷୀ ଆତ୍ମହତ୍ୟା ଘଟଣା ୪୦ ପ୍ରତିଶତ ବୃଦ୍ଧି ପାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ସହ ମିଶାଇ ଏହାକୁ ଦେଖାଯିବା ଉଚିତ ନୁହେଁ, ଯାହା ଏହାଠାରୁ ଢେର ଅଧିକ ହୋଇପାରେ।

Want to republish this article? Please write to [email protected] with a cc to [email protected]

Author

Priyanka Kakodkar

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।