ବ୍ରୋକ୍ପା-ଜଙ୍ଗଲ-ଆମର-ମାଆ

Tawang, Arunachal Pradesh

Jun 10, 2019

ବ୍ରୋକ୍ପା: ‘ଜଙ୍ଗଲ ଆମର ମାଆ’

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଏବଂ ତୱାଙ୍ଗ ଜିଲ୍ଲାର ବ୍ରୋକ୍ପାମାନେ ନିର୍ଜନତା ପ୍ରିୟ ପଶୁପାଳକ, ଯେଉଁମାନେ କି ସୁଉଚ୍ଚ ପାର୍ବତ୍ୟାଞ୍ଚଳରେ ନିର୍ଦ୍ଧାରିତ ଋତୁ ଭିତ୍ତିରେ ବାସସ୍ଥାନ ପରିବର୍ତ୍ତନ କରନ୍ତି । ସେମାନଙ୍କ ନିତିଦିନିଆ ଜୀବନର ଧାରା ଚିତ୍ରଣ କରୁଥିବା ଏକ ଚିତ୍ରକଥା

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରୀତାୟନ ମୁଖାର୍ଜୀ କୋଲକାତାରେ ରହୁଥିବା ଜଣେ ଫଟୋଗ୍ରାଫର ଏବଂ ପରୀର ବରିଷ୍ଠ ଫେଲୋ। ସେ ଭାରତର ପ୍ରାଣୀପାଳକ ଓ ଯାଯାବର ସମ୍ପ୍ରଦାୟର ଜୀବନୀ ଉପରେ ଆଧାରିତ ଏକ ଦୀର୍ଘକାଳୀନ ପ୍ରକଳ୍ପ ଉପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।