ବେଜୁନିକୁ-ଶୁଣିବା

Rayagada, Odisha

Jan 28, 2019

ବେଜୁନିକୁ ଶୁଣିବା

କ୍ରମାଗତ ଭାବରେ ନିୟମଗିରିରେ ବୃଦ୍ଧି ପାଉଥିବା ବିକାଶଜନିତ ବିପଦଠାରୁ ବହୁ ଦୂରରେ, ଓଡିଶାରେ ବସବାସ କରୁଥିବା କନ୍ଧ ମାନେ ମହିଳା ଓ ପୁରଷଙ୍କ ପାଇଁ ସମାନ ଅଧିକାର ରହିଥିବା ଏକ ସମାଜରେ ରହନ୍ତି, ଯେଉଁଠି ଜୀବନର ସମସ୍ତ କାର୍ଯ୍ୟକଳାପର କେନ୍ଦ୍ରରେ ମହିଳାମାନେ ରହିଥାନ୍ତି ଯେମିତି କି ରାଜନୀତି,କୃଷି, ଧାର୍ମିକ ଅନୁଷ୍ଠାନ ଇତ୍ୟାଦି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parul Abrol

Parul Abrol is an independent journalist based in New Delhi. She has worked with the Hindustan Times and IANS, among other organisations. She writes on conflict and development issues, and is working on a book on Kashmir's political history.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।