ବିମୁଦ୍ରୀକରଣ-ରୂପକ-ଦୁର୍ଭିକ୍ଷ-ଯୋଗୁଁ-ଅଧା-ପେଟରେ-ରହୁଛୁ

Anantapur, Andhra Pradesh

Oct 24, 2019

ବିମୁଦ୍ରୀକରଣ ରୂପକ ‘ଦୁର୍ଭିକ୍ଷ’ ଯୋଗୁଁ ଅଧା-ପେଟରେ ରହୁଛୁ

ଆନ୍ଧ୍ରରେ ଅବସ୍ଥିତ ବୁଚର୍ଲାର ଦଳିତ ପ୍ରବାସୀମାନେ ଯେତେବେଳେ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଘରକୁ ଫେରିଲେ, ସେତେବେଳେ ଖରାପ ଉତ୍ପାଦନ ସହିତ ନଗଦ ଅଭାବ ଯୋଗୁଁ ଚାଷ ଜମିରେ କୌଣସି କାମଧନ୍ଦା ମିଳିବା ସୁଯୋଗ ନଥିଲା – ଯାହା ଫଳରେ ସେମାନେ ଉତ୍ସବ ଋତୁରେ ମଧ୍ୟ ଅଳ୍ପ ଖାଇ ଦିନ ବିତେଇବାକୁ ବାଧ୍ୟ ହେଲେ

Author

Rahul M.

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul M.

ରାହୁଲ ଏମ, ଆନ୍ଧ୍ର ପ୍ରଦେଶ ଅନନ୍ତପୁରର ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ଜଣେ ୨୦୧୭ ପରୀ ଫେଲୋ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।