ପ୍ରଖର-ଏବଂ-ଭୟଙ୍କର-ନୃତ୍ୟ-ଏବଂ-ପ୍ରହାର

Hyderabad, Telangana

Oct 20, 2019

ପ୍ରଖର ଏବଂ ଭୟଙ୍କର, ନୃତ୍ୟ ଏବଂ ପ୍ରହାର

ପ୍ରତି ବର୍ଷ ବୋନାଲୁ ପର୍ବ ଅବସରରେ ହାଇଦ୍ରାବାଦର ଜଣେ ଅଟୋ-ପାର୍ଟ୍‌ସ ବିକ୍ରେତା ପୋସାନି ଅଶ୍ୱିନ, ପୋଥୁରାଜୁରେ ରୂପାନ୍ତରିତ ହୁଅନ୍ତି । ବିଶ୍ୱାସ କରାଯାଏ ଯେ, ପୋଥୁରାଜୁ ଜଣେ ଦେବତା, ଯିଏ ବିଭିନ୍ନ ରୋଗ ନିବାରଣ କରନ୍ତି । ‘ଦୈବୀଶକ୍ତି ସଂପନ୍ନ’ ହୋଇ ସେ ଭିଡ଼ ଜମାଇଥିବା ଲୋକଙ୍କୁ ଆଶୀର୍ବାଦ ଦିଅନ୍ତି ଏବଂ ମନ୍ତ୍ରମୁଗ୍‌ଧ କରନ୍ତି ।

Want to republish this article? Please write to [email protected] with a cc to [email protected]

Author

Sreelakshmi Prakash

ଶ୍ରୀଲକ୍ଷ୍ମୀ ପ୍ରକାଶ ସଂଚାର ବିଦ୍ୟାରେ ସ୍ନାତକୋତ୍ତର ଉପାଧି ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ସହର ସାରା ବୁଲି ଲୋକଙ୍କ କଥା ଶୁଣିବାରେ ସେ ଆନନ୍ଦ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।