ପାଣି-ଆସେ-ପାଣି-ଯାଏ

Darbhanga, Bihar

Oct 04, 2019

ପାଣି ଆସେ, ପାଣି ଯାଏ

ଉତ୍ତର ବିହାରରେ ଲୋକମାନେ ମୌସୁମୀ ଏବଂ ନଦୀଗୁଡ଼ିକୁ ସମ୍ମାନ ଦିଅନ୍ତି ଯଦିଓ ଅନେକ ସମୟରେ ସେଗୁଡ଼ିକ ବନ୍ୟାର କାରଣ ହୁଅନ୍ତି। କିନ୍ତୁ ଏବେ ସେନୁ ଦେବୀ କୁହନ୍ତି ପାଣି ବଢ଼ିବା ସମସ୍ୟାଗୁଡ଼ିକର କାରଣ

Want to republish this article? Please write to [email protected] with a cc to [email protected]

Author

Sayantoni Palchoudhuri

ସାୟାନ୍ତନି ପାଲଚୌଧୁରୀ ଜଣେ ସ୍ୱାଧୀନ ଫଟୋଗ୍ରାଫର ଏବଂ ୨୦୧୫ ପରି ଫେଲୋ। ତାଙ୍କର କାର୍ଯ୍ୟ ସାରା ଭାରତରେ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରସଙ୍ଗର ଏକ ବୃହତଶୃଙ୍ଖଳର ଦସ୍ତାବିଜକରଣ ଉପରେ କେନ୍ଦ୍ରିତ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।