ଦିନେ-ଆମେ-ଗ୍ରହଣୀୟ-ହେବୁ

Viluppuram district, Tamil Nadu

Jan 23, 2019

‘ଦିନେ ଆମେ ଗ୍ରହଣୀୟ ହେବୁ’

ଚଳିତ ବର୍ଷ ଏପ୍ରିଲ୍ ୨୫ ତାରିଖରେ ଶେଷ ହୋଇଥିବା ତାମିଲନାଡ଼ୁର କୁବାଗମ୍ ଉତ୍ସବ ଅନେକ କିନ୍ନରଙ୍କୁ ଆକର୍ଷିତ କରିଥିଲା। ସେମାନେ ଏଠାକୁ ଆସିଥିଲେ ଗାଇବାକୁ , ନାଚିବାକୁ , କାନ୍ଦିବାକୁ ଏବଂ ପ୍ରାର୍ଥନା କରିବାକୁ- କିନ୍ତୁ ମୁଖ୍ୟତଃ ବାସନ୍ଦର ଭୟ ବିନା ନିଜ ସହ ନିଜେ ରହିବାକୁ ।

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରୀତାୟନ ମୁଖାର୍ଜୀ କୋଲକାତାରେ ରହୁଥିବା ଜଣେ ଫଟୋଗ୍ରାଫର ଏବଂ ପରୀର ବରିଷ୍ଠ ଫେଲୋ। ସେ ଭାରତର ପ୍ରାଣୀପାଳକ ଓ ଯାଯାବର ସମ୍ପ୍ରଦାୟର ଜୀବନୀ ଉପରେ ଆଧାରିତ ଏକ ଦୀର୍ଘକାଳୀନ ପ୍ରକଳ୍ପ ଉପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।