ଜରୁରୀକାଳୀନ-ସ୍ଥିତିରେ-ଆମେ-ପ୍ରକୃତରେ-ଫସିଯାଉ

South 24 Parganas, West Bengal

Sep 19, 2019

‘ଜରୁରୀକାଳୀନ ସ୍ଥିତିରେ ଆମେ ପ୍ରକୃତରେ ଫସିଯାଉ’

ସୁନ୍ଦରବନରେ ରୋଗରେ ପଡ଼ିବା ଅର୍ଥ ଜୀବନକୁ ବାଜି ଲଗାଇବା। ଦୁର୍ଗମ ଅଞ୍ଚଳରେ ହାତଗଣତି କେତେକ ସ୍ଵାସ୍ଥ୍ୟସେବା କେନ୍ଦ୍ର ଏବଂ ଅଳ୍ପ କେତେଜଣ ଡାକ୍ତର ଥିବାରୁ ଲୋକେ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର କିମ୍ବା ଅନ୍ୟ ଦୂରବର୍ତ୍ତୀ ବିକଳ୍ପ ଉପରେ ନିର୍ଭର କରନ୍ତି-ଏବଂ ସାଧାରଣତଃ ସେଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼େ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।