ଗ୍ରାଉଣ୍ଡ୍‌-ଜିରୋରେ-ଆପାତନି

Lower Subansiri, Arunachal Pradesh

Aug 19, 2019

ଗ୍ରାଉଣ୍ଡ୍‌ ଜିରୋରେ ଆପାତନି

ଅରୁଣାଚଳ ପ୍ରଦେଶର ଜିରୋ ଉପତ୍ୟକାର ଏକ ପ୍ରମୁଖ ଜନଜାତି ଆପାତନି । ଏହି ଚିତ୍ର ନିବନ୍ଧରେ ନିର୍ମାଣ, କୃଷି ଏବଂ ରନ୍ଧନ ଶୈଳୀରେ ସେମାନଙ୍କ ସଂପ୍ରଦାୟର ସ୍ୱତନ୍ତ୍ର ଚାରିତ୍ରିକ ବୈଶିଷ୍ଟ୍ୟ ଉପସ୍ଥାପିତ ହୋଇଛି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Tanmoy Bhaduri

ତନ୍ମୟ ଭାଦୁଡ଼ି କୋଲକାତାର ଜଣେ ସ୍ଵାଧୀନ ଫଟୋ-ସାମ୍ବାଦିକ ଏବଂ ମୁଖ୍ୟତଃ ସାମାଜିକ, ସାଂସ୍କୃତିକ ଏବଂ ପରିବେଶ ସଂପର୍କିତ ପ୍ରସଙ୍ଗରେ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।