ଗାଁର-ଲୋକମାନେ-ମୋ-ଦୁଃଖରେ-ହସୁଛନ୍ତି

Saran, Bihar

Feb 05, 2019

‘ଗାଁର ଲୋକମାନେ ମୋ ଦୁଃଖରେ ହସୁଛନ୍ତି’

କାଲା-ଆଜର ଏକ ଘାତକ ରୋଗ, ଯାହା ଧୂଳିମାଛି କାମୁଡିବା ଦ୍ୱାରା ହୋଇଥାଏ। ଯଦି ମୃତ୍ୟୁ ଦାୟକ ନହୁଏ, ତେବେ ଚେହେରାକୁ କଦାକାର କରିଦିଏ, ଏବଂ ମହିଳାଙ୍କ ପାଇଁ କଳଙ୍ଗ ଏବଂ ନିସଙ୍ଗତା ଆଣିଦିଏ - ବିହାର ଶରନ ଜିଲ୍ଲାର ବିଦ୍ୟାପତି ଏବଂ ଲାଲମତିଙ୍କର ଯାହା ହୋଇଛି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।