କୋଲ୍ହାପୁର-ପହିଲମାନଙ୍କ-ଖୋରାକ-ଆହୁରି-ଅନେକ-ଉତ୍କଟ-ସମସ୍ୟା

Kolhapur, Maharashtra

Sep 18, 2021

କୋଲ୍ହାପୁର: ପହିଲମାନଙ୍କ ଖୋରାକ, ଆହୁରି ଅନେକ ଉତ୍କଟ ସମସ୍ୟା

କୋଭିଡ୍‌- ୧୯ର ପ୍ରକୋପ, ଦୁଇ ଦୁଇ ଥର ବନ୍ୟା, ବାତିଲ ହୋଇଯାଇଥିବା ପ୍ରତିଯୋଗିତା, ରୋଜଗାର ହ୍ରାସ ଏବଂ ଅନୁପଯୁକ୍ତ ଖାଦ୍ୟପେୟ ଯୋଗୁଁ କୁସ୍ତି ପାଇଁ ପ୍ରସିଦ୍ଧ ମହାରାଷ୍ଟ୍ରର, ବିଶେଷତଃ ଏହି କ୍ରୀଡ଼ାର ପ୍ରମୁଖ କେନ୍ଦ୍ରସ୍ଥଳ ରୂପେ ପରିଗଣିତ କୋଲ୍ହାପୁରର ଖ୍ୟାତନାମା ପହିଲମାନମାନେ ଏବେ ଘୋର ଦୁଃସ୍ଥିତିରେ କାଳ କାଟୁଛନ୍ତି

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।