କାର୍ଯ୍ୟକ୍ଷମ-ହେବା-ପରେପରେ-ଏହି-ଶୌଚାଳୟ-ଅକାମୀ-ହୋଇଗଲା

Lucknow, Uttar Pradesh

Oct 07, 2019

‘କାର୍ଯ୍ୟକ୍ଷମ ହେବା ପରେପରେ ଏହି ଶୌଚାଳୟ ଅକାମୀ ହୋଇଗଲା’

ୟୁପିର ଲକ୍ଷ୍ନୌ ଜିଲ୍ଲା ଅନ୍ତର୍ଗତ ବଖାରୀ ଗ୍ରାମରେ କେବଳ ପୁରୁଣା, ଭଙ୍ଗା ଓ ବ୍ୟବହାର ହେଉନଥିବା ଶୌଚାଳୟଗୁଡିକ ଥିବାବେଳେ, ଏଠାରେ ୧୦୦ ପ୍ରତିଶତ ଲୋକ ‘ଖୋଲାରେ ମଳତ୍ୟାଗ କରୁନଥିବା’ ବା ୧୦୦ ପ୍ରତିଶତ ‘ଓପେନ୍‌ ଡିଫେକେସନ୍‌ -ଫ୍ରି’ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଦାବି କରାଯାଉଛି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।