ଆମର-ବଣପାହାଡ-ଅଛି-ଓ-ଆମେ-ଏଠାରେ-ବାସ-କରୁ

Chamarajanagar district, Karnataka

Aug 01, 2019

‘ଆମର ବଣପାହାଡ ଅଛି ଓ ଆମେ ଏଠାରେ ବାସ କରୁ’

ଲୋକ୍କରେ ଗ୍ରାମର ନାଗି ଶିବା, ତାଙ୍କ ଚିତ୍ର ପ୍ରବନ୍ଧରେ କର୍ଣ୍ଣାଟକର ବାନ୍ଦିପୁର ଜାତୀୟ ଉଦ୍ୟାନ ପ୍ରାନ୍ତ ନେଇ ତାଙ୍କ ଚିନ୍ତା ଓ ତାଙ୍କ ଜୀବନ ବିଷୟରେ ଜଣାଇଛନ୍ତି । ଏହା ହେଉଛି ବନ୍ଦିପୁରରୁ ପରୀରେ କ୍ରମାନ୍ୱୟରେ ପ୍ରକାଶିତ ହୋଇଥିବା ତାଙ୍କର ଛଅଟି ପ୍ରବନ୍ଧ ମଧ୍ୟରେ ଦ୍ୱିତୀୟ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Nagi Shiva

ନାଗି ଶିବା, ବାନ୍ଦିପୁର ଜାତୀୟ ଉଦ୍ୟାନ, ଭାରତର ଏକ ପ୍ରମୁଖ ବ୍ୟାଘ୍ର ଅଭୟାରଣ୍ୟର ପ୍ରାନ୍ତରେ ଥିବା ଲୋକ୍କରେ ଗ୍ରାମରେ ବାସ କରନ୍ତି । ସେ ଘରଗୁଡିକରେ କାମ କରି ଜୀବିକା ଅର୍ଜନ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।