ଅନନ୍ତପୁରର-ଭାଙ୍ଗି-ଯାଇଥିବା-ଘରଗୁଡ଼ିକ

Anantapur, Andhra Pradesh

Aug 27, 2019

ଅନନ୍ତପୁରର ଭାଙ୍ଗି ଯାଇଥିବା ଘରଗୁଡ଼ିକ

ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହରର ବିଜୟନଗର କଲୋନୀରେ ଅଗଷ୍ଟ ୩ ତାରିଖରେ ଆକସ୍ମିକ ଭାବରେ ଘର ଭଙ୍ଗା ଆରମ୍ଭ ହୋଇଥିଲା, ଏହାଫଳରେ ଅଧିକାଂଶ ଦିନ ମଜୁରିଆ ବା ଯାଯାବର ଶ୍ରମିକମାନେ ସମ୍ପୂର୍ଣ୍ଣ ବାସହରା ହୋଇପଡ଼ିଲେ ଏବଂ ଖୋଲାରେ ରହିବା ପାଇଁ ବାଧ୍ୟ ହେଲେ

Author

Rahul M.

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul M.

ରାହୁଲ ଏମ, ଆନ୍ଧ୍ର ପ୍ରଦେଶ ଅନନ୍ତପୁରର ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ଜଣେ ୨୦୧୭ ପରୀ ଫେଲୋ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।