
ପରୀ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ କାହାଣୀ କହିଥାଏ। ଗ୍ରାମୀଣ ଭାରତ ହେଉଛି ପୃଥିବୀର ସବୁଠୁ ବିବିଧ କ୍ଷେତ୍ର। ଏହାର ୮୩୩ ନିୟୁତ ଲୋକ ପଖାପାଖି ୮୦୦ ଭାଷାରେ କଥା ହୋଇଥାନ୍ତି ଏବଂ ଏମାନଙ୍କ ମଧ୍ୟରେ ଲୁଚି ରହିଛି ଲକ୍ଷ ଲକ୍ଷ ଜୀବିକା, କଳା, ସଂସ୍କୃତି, ସାହିତ୍ୟ ଓ ଲୋକକଥା…

୧୨୦ କୋଟି ଭାରତୀୟଙ୍କର ୧୫ଟି ଭାଷାରେ ପରୀ ପ୍ରକାଶ ପାଇଥାଏ ଏବଂ ଏହାକୁ ସେମାନେ ନିଜର ମାତୃଭାଷା ବୋଲି କହିଥାନ୍ତି। ଏହା ଦୁନିଆର ସବୁଠୁ ବଡ଼ ବହୁଭାଷୀ ସାମ୍ବାଦିକତା ପ୍ରକାଶନୀ ଯାହାକି ସବୁଭାଷାକୁ ସମାନ ଦୃଷ୍ଟିରେ ଦେଖିଥାଏ…

ପରୀରେ ଉପଲବ୍ଧ ରିପୋର୍ଟ, ଦସ୍ତାବିଜ ଓ ପୁସ୍ତକଗୁଡ଼ିକ କେବଳ ମାଗଣାରେ ପଢ଼ିବାକୁ ମିଳେ ନାହିଁ ଆପଣ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ। ପରୀ ଲାଇବ୍ରେରୀରେ ରିପୋର୍ଟ, ଗୁରୁତ୍ୱପୂର୍ଣ୍ଣ ଗେଜେଟ୍, ପ୍ରିଣ୍ଟ୍ ହୋଇନଥିବା ପୁସ୍ତକ, ବିରଳ ଦସ୍ତାବିଜ ଓ ଆହୁରି ଅନେକ ବିଷୟ ଉପଲବ୍ଧ ରହିଛି...

ଭାରତୀୟ ସାମ୍ବାଦିକତାର ସବୁଠୁ ସାହସିକ ପ୍ରୟାସକୁ ଜୀବନ୍ତ ରଖିବା ଲାଗି, ପରୀ ଆପଣଙ୍କ ସହଯୋଗ କାମନା କରୁଛି। ସାରା ଦେଶରେ ପହଞ୍ଚିବା ଲାଗି ଆମକୁ ଆପଣଙ୍କ ପାଣ୍ଠି ସହାୟତା ଆବଶ୍ୟକ। ଗ୍ରାମୀଣ ଭାରତ ଉପରେ କେନ୍ଦ୍ରିତ ଏହି ଅଭିନବ ଜାତୀୟ ସଂଗ୍ରହକୁ ପ୍ରସ୍ତୁତ କରିବା ଦିଗରେ ଯୋଗଦାନ ଦିଅନ୍ତୁ।

ଯୁବପିଢ଼ିମାନେ ନିଜ ଦେଶକୁ ଜାଣିବା ଉଚିତ୍। ଆମେ ଶ୍ରେଣୀଗୃହ, କର୍ମଶାଳା ଓ ପ୍ରଶିକ୍ଷଣ ଜରିଆରେ ସେମାନଙ୍କର ମାର୍ଗଦର୍ଶନ କରିଥାଉ, ଭାରତର ଅନେକ ରୂପକୁ ଉଜାଗର କରିବା ଲାଗି ସେମାନଙ୍କୁ ସମ୍ପୃକ୍ତ କରିଥାଉ। ଛାତ୍ର ରିପୋର୍ଟଙ୍କ ଦ୍ୱାରା ରଚିତ ଅନେକ ଲେଖା ପରୀରେ ପ୍ରକାଶିତ ହୋଇଥାଏ….