ଚାଲନ୍ତୁ ଏହାକୁ ଫେସ୍ କରିବା

ଫେସେସରେ ଯୋଗଦାନ କରନ୍ତୁ ଏବଂ ଆମ ଦେଶର ଜନସାଧାରଣଙ୍କ ମଧ୍ୟରେ ବିବିଧତାକୁ ସଂଗ୍ରହ କରିବା ପାଇଁ ପରୀକୁ ସାହାଯ୍ୟ କରନ୍ତୁ। ଆମର ଗ୍ରାମାଞ୍ଚଳର ଭାରତ ବ୍ୟାପି- ପୃଥିବୀର ସର୍ବାଧିକ ବିବିଧ ସମାଜର ମୁଖର ମାନଚିତ୍ର ପ୍ରସ୍ତୁତ କରିବାର ପ୍ରୟାସରେ ଆମ ସହିତ ସାମିଲ୍ ହୁଅନ୍ତୁ।

ତାମି କଳାହାଣ୍ଡି, ଓଡ଼ିଶାର ଅତ୍ୟନ୍ତ ଭାରତୀୟ ମୁଖ ରହିଛି। ସେହିପରି ଭାବରେ ରାଜେନ୍ଦ୍ରନ ଯେ କି ତାମିଲନାଡ଼ୁର କାଞ୍ଚିପୁରମ୍‌ର, ତାଙ୍କର ମଧ୍ୟ ସେହିପରି ମୁହଁ ରହିଛି ଓହାମେ ଆଣ୍ଡମାନର ଏବଂ ଅରୁଣାଚଳ ପ୍ରଦେଶର ମିଚି ୟାରିଙ୍ଗ ଏବଂ ସେମାନଙ୍କ ମଧ୍ୟରୁ କାହା ସହିତ କାହାର ସାମାନ୍ୟ ସାଦୃଶ୍ୟତା ନାହିଁ।

ପରୀର ଲକ୍ଷ୍ୟ ଦେଶର ପ୍ରତିଟି ବ୍ଲକ୍ ଏବଂ ଜିଲ୍ଲାରୁ ଭାରତୀୟ ମୁହଁ ରେକର୍ଡ କରିବ। ତାହା ଠିକ୍- ହଜାର ହଜାର ମୁହଁ, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ବିବିଧତା ରହିବ ଯେ ଭାରତୀୟମାନେ କିପରି ଦିଶନ୍ତି। ପ୍ରତିଟି ଜିଲ୍ଲା ( ଏବଂ ପ୍ରତି ଜିଲ୍ଲାର ପ୍ରତିଟି ବ୍ଲକ୍)ରୁ ଆମେ ମୁହଁର ପ୍ରତିଛବି ଅତି କମ୍‌ରେ ଜଣେ ବୟସ୍କ ପୁରୁଷ, ଜଣେ ବୟସ୍କ ମହିଳା ଏବଂ ଜଣେ ଶିଶୁ ଓ କିଶୋରଙ୍କର ପ୍ରତିଛବି ଲଗାଇବୁ। ଏହା ଏକ ବିଶାଳ ପ୍ରୟାସ ହେବ ଯାହାକି ସମ୍ପୂର୍ଣ୍ଣ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିବ ଏବଂ ଏଥିରେ ବ୍ୟାପକ ସହଭାଗିତା ଆବଶ୍ୟକ ହେବ।ଯେ କେହି ଏଥିରେ ଅଂଶଗ୍ରହଣ କରିପାରିବେ ଏବଂ ଫଟୋଗ୍ରାଫ୍ ଭଲ ହୋଇଥିବା ଯଥେଷ୍ଟ ଆବଶ୍ୟକ।


ଆପଣ କିପରି ଯୋଗଦାନ କରିପାରିବେ
ଫଟୋଗୁଡ଼ିକ ଅପଲୋଡ୍ କରନ୍ତୁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯେ ଆପଣ ପରୀକୁ ପଠାଇଥିବା ଫଟୋଗ୍ରାଫରେ ସେହି ବ୍ୟକ୍ତିଙ୍କର ବିବରଣୀ ରହିଥାଏ।

ଗୋଟିଏ ଫେସ୍ ଅପଲୋଡ୍ କରନ୍ତୁ