ସେ ଦେଖିବାକୁ ଖୁବ୍‌ ବଳିଷ୍ଠ, ତାଙ୍କ ଦେହରେ କେଉଁଠି ମଧ୍ୟ ଟିକିଏ ଚର୍ବି ଓହଳିନି । ତେବେ ଯଦିଓ ତାଙ୍କ ବୟସ ପ୍ରାୟ ୬୦ପାଖାପାଖି ହେବ, ତଥାପି ସେ ଓଡିଶାର ରାୟଗଡ଼ାରେ ସ୍ୱଳ୍ପ ଅର୍ଜନ କରିବାପାଇଁ ଜମିରେ କଠିନ ପରିଶ୍ରମ କରୁଛନ୍ତି । ଏହା ହେଉଛି ୨୦୦୧ର କଥା ଓ ସେତେବେଳକୁ ଜାତୀୟ ନିଶ୍ଚିତ କର୍ମ ଯୋଗାଣ ଯୋଜନା ତଥାପି ଆରମ୍ଭ ହୋଇନଥିଲା । ସେ ଯେଉଁ ଭଙ୍ଗି ଓ ଲୟ ସହିତ କାମ କରୁଥିଲେ ତାହା ଅତ୍ୟନ୍ତ ଦୃଷ୍ଟି ଆକର୍ଷକ ଥିଲା । ଆମର ଯାତ୍ରୀଦଳ ସେମାନଙ୍କୁ ସେ ଓ ଅନ୍ୟ ଶ୍ରମିକମାନେ ଖାଦ୍ୟ ପାଇଁ କାମ ଯୋଜନା ଅନ୍ତର୍ଗତ ଏକ ସ୍ଥାନରେ କାମ କରୁଥିବା ଦେଖି ଅଟକି ଯାଇଥିଲେ, ଯେଉଁସ୍ଥାନକୁ ସେମାନେ ବୃକ୍ଷରୋପଣ କରିବା ପାଇଁ ପ୍ରସ୍ତୁତ କରୁଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath