ଓଡିଶାର କୋରାପୁଟ ଜିଲ୍ଲାର କନ୍ଧ ଆଦିବାସୀମାନେ ଜଗନ୍ନାଥ ରଥ ଯାତ୍ରାର ଅନ୍ତିମ ପର୍ଯ୍ୟାୟର ଉତ୍ସବରେ ସାମିଲ୍‌ ହେବା ପାଇଁ ପାହାଡ଼ରୁ ଓହ୍ଲାଇ ନାରାୟାଣପାଟ୍‌ଣାକୁ ଆସିଛନ୍ତି । ସେହି ଅନ୍ତିମ ଦିନକୁ ବାହୁଡା ଯାତ୍ରା ବୋଲି କୁହାଯାଏ- ଯେଉଁଦିନ ଜଗନ୍ନାଥଙ୍କ ରଥ ତାଙ୍କ ମନ୍ଦିରକୁ ବାହୁଡିଯାଏ । ତିନିଜଣ ବନ୍ଧୁ, ଯାହାର ବୟସ ୧୪ – ୧୬ ମଧ୍ୟରେ ଅଟେ, ଉତ୍ସବ ପାଳନ ହେଉଥିବା ଅଞ୍ଚଳରେ ଏଣେତେଣେ ବୁଲୁଛନ୍ତି ।

ଫଟୋ : ପି.ସାଇନାଥ, ଜୁଲାଇ ୨, ୨୦୦୯, ନିକନ D ୩୦୦୦ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath