‘Today we seek those fish in Discovery Channel’
, , and • Ramanathapuram, Tamil Nadu

‘ଆଜିକାଲି ଆମେ ସେହି ମାଛଗୁଡ଼ିକୁ ଡିସ୍କଭରି ଚ୍ୟାନେଲରେ ଖୋଜୁଛୁ’

କାଦାଲ ଓସାଇ, ତାମିଲନାଡୁର ରାମନାଥପୁରମ୍ମ ଜିଲ୍ଲାର ପମ୍ବନ ଦ୍ୱୀପରେ ମତ୍ସ୍ୟଜୀବୀମାନଙ୍କର ଏବଂ ସେମାନଙ୍କ ପାଇଁ ଏକ ସାମୂହିକ ରେଡିଓ, ଏହି ସପ୍ତାହରେ ୩ବର୍ଷର ହେଲା। ଏବଂ ଏହା ଚହଳ ସୃଷ୍ଟି କରିଛି- ଜଳବାୟୁ ପରିବର୍ତ୍ତନକୁ ଏହାର ସଦ୍ୟତମ କେନ୍ଦ୍ର କରି

ଅଗଷ୍ଟ ୧୨, ୨୦୧୯ | କବିତା ମୁରଲୀଧରନ୍
A fishy catch-22 in the Bay of Bengal
• Purba Medinipur, West Bengal

ବଙ୍ଗୋପସାଗରରେ ଏକ ବାପ ରାଣ ଢ଼ିଙ୍କି ଗିଳି ଅବସ୍ଥା

ମତ୍ସ୍ୟଜୀବୀମାନେ ଯେଉଁମାନେ କି ଋତୁକାଳୀନ ମାଛଧରା ପାଇଁ ବଙ୍ଗୋପସାଗରର ମନୁଷ୍ୟବିହୀନ ଦ୍ୱୀପଗୁଡ଼ିକରେ ରୁହନ୍ତି, ସେମାନଙ୍କ କହିବା ଅନୁଯାୟୀ ମାଛର ପରିମାଣ କମ୍‌ ହେବା, ଜଳ ଅଧିକ ନିଷ୍କ୍ରିୟ ହୋଇଯିବା ଏବଂ ବଡ଼ ବଡ଼ ଟ୍ରଲର ମାଛ ଧରୁଥିବା କାରଣରୁ ସେମାନେ ବୋଧହୁଏ ଏହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହୋଇପାରନ୍ତି।

ମେ ୨୯, ୨୦୧୯ | ନେହା ସିମଲାଇ

ସମୃଦ୍ଧିରେ ଧରାଶାୟୀ ଚିରାଡ଼ପଡ଼ା

ମୁମ୍ବାଇ-ନାଗପୁର ସମୃଦ୍ଧି ରାଜପଥ ଉପରେ ଏକ ପୋଲ ପାଇଁ ଥାନେ ଜିଲ୍ଲାର ଚିରାଡ଼ପଡ଼ା ଗ୍ରାମ ବାହାରେ କେଇ ଦଶକ ହେବ ବାସ କରୁଥିବା ଚାରୋଟି କଟକାରୀ ଆଦିବାସୀ ପରିବାର ଖୁବ୍‌ ଶୀଘ୍ର ସେମାନଙ୍କର କୁଡ଼ିଆ ଏବଂ ଜୀବିକା ହରାଇପାରନ୍ତି

ମାର୍ଚ୍ଚ ୨୭, ୨୦୧୯ | ଜ୍ୟୋତି ଶିନୋଲି
Big Pharma kills small fish in Kovvada
and • Srikakulam District, Andhra Pradesh

କୋଭାଡାରେ ଛୋଟ ମାଛଙ୍କୁ ମାରୁଥିବା ବଡ଼ କମ୍ପାନିମାନେ

ଆନ୍ଧ୍ରପ୍ରଦେଶର ଏହି ଗ୍ରାମରେ ପ୍ରଦୂଷଣକାରୀ ଶିଳ୍ପଗୁଡ଼ିକ ମାଛଧରାକୁ ଧ୍ୱଂସ କରିବା ପରେ ସଂଘର୍ଷରତ ମତ୍ସ୍ୟଜୀବୀମାନେ, ଯେଉଁମାନେ କି ଅନ୍ୟ ଜୀବିକା ବିକଳ୍ପ ପାଇଁ ଉଦ୍ୟମ କରୁଛନ୍ତି, ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରିବା ସମୟରେ ପ୍ରଚୁର ସାମୁଦ୍ରିକ ଜୀବନର ଅତୀତକୁ ମନେ ପକାଉଛନ୍ତି

ସେପ୍ଟେମ୍ବର ୨୧, ୨୦୧୮ | ରାହୁଲ ମାଗାନ୍ତ

Powerless in a power-surplus state
and • Srikakulam District, Andhra Pradesh

ବିଦ୍ୟୁତ୍ ବଳକା ରାଜ୍ୟରେ ଆଣବିକ ବିଦ୍ୟୁତ୍ କେନ୍ଦ୍ର ପାଇଁ ବିସ୍ଥାପନ

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ହଜାର ହଜାର ଗ୍ରାମବାସୀଙ୍କୁ ଏକ ଆଣବିକ ଶକ୍ତି କେନ୍ଦ୍ର ନିମନ୍ତେ ରାସ୍ତା ସୁଗମ କରିବା ପାଇଁ ସେମାନଙ୍କର ଜମି ଏବଂ ଜୀବିକା ତ୍ୟାଗ କରିବାକୁ ପଡ଼ିବ- ଯେତେବେଳେ କି ରାଜ୍ୟରେ ଯଥେଷ୍ଟ ପରିମାଣରେ ବିଦ୍ୟୁତ୍‌ ଶକ୍ତି ରହିଛି ଏବଂ ନୂତନ ଶକ୍ତି ଉତ୍ପାଦନ କେନ୍ଦ୍ର ଖର୍ଚ୍ଚ ବହୁଳ ହୋଇଯିବ।

ସେପ୍ଟେମ୍ବର ୧୪, ୨୦୧୮ | ରାହୁଲ ମାଗାନ୍ତି

ବାଲୁକା ସ୍ଥାନାନ୍ତର ଏବଂ ଢ଼େଉ ପରିବର୍ତ୍ତନ

ପରି ଗୋଆର କାଲାନଗୁଟେ ଗ୍ରାମରେ ମତ୍ସ୍ୟଜୀବୀମାନଙ୍କ ଉପରେ ଏକ ପ୍ରମାଣିକ ଚିତ୍ର ଉପସ୍ଥାପନ କରିଛି, ଯାହାକି ବର୍ଣ୍ଣନା କରିଛି ପର୍ଯ୍ୟଟନ ଏବଂ ଟ୍ରଲର କିପରି ସେମାନଙ୍କ ମାଛମାନଙ୍କୁ ଖାଇଯାଉଛନ୍ତି, ଅନେକେ କାହିଁକି ବ୍ୟବସାୟ ଛାଡ଼ିଛନ୍ତି ଏବଂ କିପରି କେଇଜଣ ସମୁଦ୍ରକୁ ଯିବା ଅବ୍ୟାହତ ରଖିଛନ୍ତି।

ଜୁଲାଇ ୧୨, ୨୦୧୮ | ସୋନିଆ ଫିଲିଣ୍ଟୋ
A ‘food park’ that could heighten hunger
and • West Godavari, Andhra Pradesh

କ୍ଷୁଧା ବଢ଼ାଇଥିବା ଏକ ‘ଫୁଡ୍‌ ପାର୍କ

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଲୋକମାନେ ଗୋଣ୍ଟେରୁରେ ଥିବା ଏକ ବୃହତ ଆକ୍ୱାଫୁଡ୍‌ ପାର୍କରୁ ଦୈନିକ ୫୦,୦୦୦ଲିଟର ପ୍ରଦୂଷିତ ଜଳ ଛଡ଼ାଯିବାର ପ୍ରସ୍ତାବ ସହ ଲଢ଼ୁଛନ୍ତି, ସେମାନେ ଜାଣିଛନ୍ତି ଯେ  ରାଜ୍ୟ ସହ ବି ସେମାନେ ଲଢ଼ୁଛନ୍ତି

ଜାନୁଆରୀ ୧୭, ୨୦୧୮ | ସହିତ ଏମ୍
Broken bow: Dhanushkodi's forgotten people
and • Ramanathapuram, Tamil Nadu

ଭାଙ୍ଗିଯାଇଥିବା ଧନୁ: ଧନୁଷକୋଡିର ବିସ୍ମୃତ ହୋଇଥିବା ଲୋକମାନେ

ତାମିଲନାଡୁର ଧନୁଷକୋଡ଼ିକୁ ଏକ ବିଶାଳ ତୋଫାନ ଗୋଟିଏ ପରିତ୍ୟକ୍ତ ସହରରେ ପରିଣତ କରିବାର ଅର୍ଦ୍ଧଶତାବ୍ଦୀ ପରେ ବି ୪୦୦ ମତ୍ସ୍ୟଜୀବୀ ପରିବାର ସେଠାରେ ବାସ କରୁଛନ୍ତି। ଏତେ ବର୍ଷ ଧରି ପରିତ୍ୟକ୍ତ ହୋଇଥିବା ଏହି ଲୋକମାନେ ବର୍ତ୍ତମାନ ପର୍ଯ୍ୟଟନ ବିକାଶରେ ପ୍ରତିବନ୍ଧକ ଭାବରେ ପରିଗଣିତ ହେଉଛନ୍ତି

ଜାନୁଆରୀ ୧୦, ୨୦୧୮ | ଦୀପ୍ତି ଆସ୍ଥାନା

Islands of hope, oceans of despair
and • Thiruvananthapuram, Kerala

ଆଶାର ଦୀପ, ହତାଶାର ମହାସାଗର

କେରଳରେ  ନଭେମ୍ବର ୩୦ ତାରିଖ ଓଖି ବାତ୍ୟାରେ ସମୁଦ୍ରରେ ହଜିଯାଇଥିବା ଅନେକ ମତ୍ସ୍ୟଜୀବୀଙ୍କ ପରିବାର ଏପର୍ଯ୍ୟନ୍ତ ଆଶା କରୁଛନ୍ତି ଯେ, ପ୍ରଥମ ବଡ଼ଦିନ- ଏବଂ ଏବେ ନୂଆବର୍ଷ-ସେମାନଙ୍କ ପାଇଁ ଅଲୌକିକ ହେବ

ଜାନୁଆରୀ ୧, ୨୦୧୮ | ଜିଶା ଏଲିଜାବେଥ୍
Unquiet on the riverfront
and • Krishna, Andhra Pradesh

ନଦୀକୂଳରେ ଅସ୍ଥିରତା

ବିଜୟଓ୍ୱାଡା ଏବଂ ‘ନୂତନ’ ଅମରାବତୀ ଚାରିପାଖରେ ରାଜ୍ୟର ଅନେକ ନଦୀକୂଳ ପରିଯୋଜନା ଯୋଗୁଁ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ନଦୀ କୂଳରେ ଥିବା ମତ୍ସ୍ୟଜୀବୀ ସମୂହଗୁଡ଼ିକ ସେମାନଙ୍କର ଘର ଏବଂ ଜୀବିକା ହରାଇବାକୁ ବାଧ୍ୟ ହେଉଛନ୍ତି

ଅକ୍ଟୋବର ୧୮, ୨୦୧୭ | ରାହୁଲ ମାଗାନ୍ତି
Bringing up Mollie in Udayrampur
• South 24 Parganas, West Bengal

ଉଦୟରାମପୁରରେ ମୋଲି ଲାଳନପାଳନ

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ଗ୍ରାମଗୁଡ଼ିକରେ ରଙ୍ଗୀନ ମାଛ ଚାଷ  ନିଖୁଣ କାର୍ଯ୍ୟ ଆବଶ୍ୟକ କରିଥାଏ ଏବଂ ଯଦିଓ ଏହି ବ୍ୟବସାୟରୁ ରୋଜଗାର ଅନିୟମିତ ଚାଷୀମାନେ ଏହି ମାଛଗୁଡ଼ିକୁ ସେମାନଙ୍କ ନିଜ ସନ୍ତାନ ପରି ‘ପାଳନ’ କରନ୍ତି

ସେପ୍ଟେମ୍ବର ୧୩, ୨୦୧୭ | ବର୍ଣ୍ଣମାଳା ରଏ
Card games by the bay
and • Kanchipuram district, Tamil Nadu
'Not an acre of farmland is left'
and • Krishna, Andhra Pradesh

‘ଆଉ ଗୋଟିଏ ଏକର ଚାଷ ଜମି ସୁଦ୍ଧା ନାହିଁ’

ଆନ୍ଧ୍ରପଦେଶର ନାଦିବାଡ଼ା ମଣ୍ଡଳର ଆଙ୍କେନାଗୁଡେମ୍‌ର ଦଳିତ ଶ୍ରମିକମାନେ ଦେଖୁଛନ୍ତି ଯେ, ଚାଷ ଜମି ମାଛ ପୋଖରୀକୁ ପରିବର୍ତ୍ତିତ ହୋଇଯିବା ପରେ କାର୍ଯ୍ୟଦିବସ ଭୁଷୁଡ଼ି ପଡ଼ିଛି। ଆୟ ସଙ୍କୁଚିତ ହେଉଛି, ଦେଶାନ୍ତରଣର ଦୁର୍ଦ୍ଦଶା ବଢ଼ୁଛି

ଜୁଲାଇ ୧୪, ୨୦୧୭ | ରାହୁଲ ମାଗାନ୍ତି
Casting a net in Fort Kochi
• Ernakulam, Kerala

‘କୋଚି ଦୁର୍ଗରେ ଜାଲ ପକାଇବା’

ବିଶେଷ ଭାବରେ ବେଳାଭୂମି ପରିଚାଳିତ ଟେକା ଜାଲ- କିମ୍ବା ‘ଚାଇନା ମାଛଧରା ଜାଲ’- ଏବେ କୋଚି ଦୁର୍ଗ ନିକଟରେ ମତ୍ସ୍ୟଜୀବୀମାନଙ୍କ ପାଇଁ ଆୟର ଏକ କଷ୍ଟକର ଉତ୍ସ

ମାର୍ଚ୍ଚ ୩, ୨୦୧୭ | ଭି.ଶଶିକୁମାର

ଡୋଙ୍ଗରପଡ଼ାର ଦେଶାନ୍ତରୀ ମତ୍ସ୍ୟଜୀବୀମାନେ

ଉତ୍ତର ମୁମ୍ବାଇର ମାଧଠାରେ ଏକ ମାଛଧରା ବସ୍ତିରେ କୋଲି ପରିବାରମାନେ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ବିଭିନ୍ନ କାମ ପାଇଁ ନିଯୁକ୍ତି ଦିଅନ୍ତି- ଧରାଯାଇଥିବା ମାଛ କୂଳକୁ ଆଣିବା, ମାଛକୁ ଅଲଗା କରିବା, ସେଗୁଡ଼ିକୁ ଶୁଖାଇବା ଏବଂ ଜାଲ ମରାମତି କରିବା

ଫେବୃଆରୀ ୨୪, ୨୦୧୭ | ଶ୍ରେୟା କାତ୍ୟାୟିନି

ନଈରୁ ଥାଳି ପର୍ଯ୍ୟନ୍ତ: ସୁନ୍ଦରବନର ବାଘୁଆ ଚିଙ୍ଗୁଡ଼ିର ଯାତ୍ରା

ସୁନ୍ଦରବନର ଗ୍ରାମଗୁଡ଼ିକରେ ମହିଳାମାନଙ୍କ ପାଇଁ ବାଘୁଆ ଚିଙ୍ଗୁଡି ବିହନ ସଂଗ୍ରହ କରିବା ଏକ ଅଦରକାରୀ ଏବଂ ନିରସ କାମ- ଯଦିଓ ଏହି ଖାଦ୍ୟ ପରେ ଯୋଗାଣ ଶୃଙ୍ଖଳରେ ଅନ୍ୟମାନଙ୍କ ପାଇଁ ଅଧିକ ଅର୍ଥ ଦେଇଥାଏ

ଜାନୁଆରୀ ୧୧, ୨୦୧୭ | ଉର୍ବଶୀ ସରକାର
The sting of bees and the tyranny of tigers
• North 24 Parganas, West Bengal

ମହୁମାଛିଙ୍କ ଦଂଶନ ଏବଂ ବ୍ୟାଘ୍ର ହିଂସା

ସୁନ୍ଦରବନର ‘ମୋଲେ’ ବା ମହୁ ସଂଗ୍ରାହକମାନେ ଘଞ୍ଚ ଏବଂ ବିପଜ୍ଜନକ ଜଙ୍ଗଲରେ ବିନା ସୁରକ୍ଷାରେ କାମ କରନ୍ତି-କୁମ୍ବୀର, ବାଘମାନଙ୍କ ଆକ୍ରମଣ ଏବଂ ଜଙ୍ଗଲ ବିଭାଗର କଟକଣା

ସେପ୍ଟେମବର ୨୩, ୨୦୧୬ | ଉର୍ବଶୀ ସରକାର
A right to fish, a fight to live
• Twenty-four Parganas, West Bengal

ମାଛ ଉପରେ ଅଧିକାର, ବଞ୍ଚିବା ପାଇଁ ସଂଘର୍ଷ

‘‘ କାହିଁକି ହୁଲି ଡଙ୍ଗା ଜବତ କରଛ ଏବଂ ଆମ ପେଟକୁ ଲାତ ମାରୁଛ ?’’

ମାର୍ଚ୍ଚ ୧୨, ୨୦୧୫ | ଉର୍ବଶୀ ସରକାର