ନାଦସ୍ଵରମ୍‌ ଏକ ଖୁବ ଜଟିଳ ଏବଂ ପୁରାତନ ବାଦ୍ୟଯନ୍ତ୍ର, ଯାହାକି ଏହାର ବର୍ତ୍ତମାନ ରୂପରେ୧୩ଶ ଶତାବ୍ଦୀରୁ ପ୍ରଚଳିତ । ଦକ୍ଷିଣ ଭାରତର ଅନେକ ସମାଜର ସଂସ୍କୃତିରେ ନାଦସ୍ଵରମ୍‌ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା ସେମାନଙ୍କ ବିବାହ ଉତ୍ସବରେ, ମନ୍ଦିର ଏବଂ ପର୍ବପର୍ବାଣୀରେ ବହୁଳ ଭାବେ ବାଦନ କରାଯାଏ । ନାଦସ୍ଵରମ୍‌ ଗଢ଼ିବା ଏକ ଦକ୍ଷତାପୂର୍ଣ୍ଣ ଏବଂ ମାର୍ଜିତ ପ୍ରକ୍ରିୟା: ପରମ୍ପରାବାଦୀମାନେ ସାମଗ୍ରୀକ ଭାବେ ଏହାକୁ ହାତରେ ଗଢ଼ିଥାଆନ୍ତି । ନରସିଙ୍ଗପେଟ୍ଟାଇ ଏହି ବାଦ୍ୟଯନ୍ତ୍ରର ସର୍ବୋତ୍ତମ କାରିଗରମାନଙ୍କ ବାସସ୍ଥାନ ଏବଂ ଅନେକ ପିଢ଼ି ଧରି ସେମାନଙ୍କ ପରିବାର ଏହି କାରିଗରୀ ସହ ଜଡ଼ିତ ।

ଏଠାରେ ଅଧିକ ପଢ଼ନ୍ତୁ: ନରସିଙ୍ଗାପେଟ୍ଟାଇର ନାଦସ୍ଵରମ୍‌ ନିର୍ମାତା

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aparna Karthikeyan

ଅପର୍ଣ୍ଣା କାର୍ତ୍ତିକେୟନ ଜଣେ ସ୍ୱାଧୀନ ମଲ୍ଟିମିଡିଆ ସାମ୍ବାଦିକ। ଗ୍ରାମୀଣ ତାମିଲନାଡୁରେ ହଜି ଯାଉଥିବା ଜୀବିକା ଉପରେ ଲେଖୁଛନ୍ତି ଏବଂ ପରୀ ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି।

Other stories by Aparna Karthikeyan