ଝାଡ଼ଖଣ୍ଡ ସାନ୍ତାଳ ପ୍ରଗଣାର ଲେଟା ପାହାଡ଼ିଆ ଆମକୁ କିଛି ହାତ ତିଆରି ମୂଷା ଧରା ଯନ୍ତ୍ର ଦେଖାଇଥିଲେ। ଗୋଡ଼ା ଜିଲ୍ଲା ସୁନ୍ଦରପହରୀ ବ୍ଲକ ଘାଘରୀ ଗାଁର ଜଣେ କ୍ଷୁଦ୍ର ଚାଷୀ ଏହି ଯନ୍ତାକୁ ନିଜ ହାତରେ ତିଆରି କରନ୍ତି। ସାନ୍ତାଳ ଓ ପାହାଡ଼ିଆ ଆଦିବାସୀଙ୍କ ପୂର୍ବ ପୁରୁଷମାନେ ଏସବୁ କାମ କରୁଥିଲେ।

ଏସବୁ ଯନ୍ତାକୁ ଚାଷ ଜମି କିମ୍ବା ଅନ୍ୟ ଖାଦ୍ୟ ଶସ୍ୟ ରଖାଯାଉଥିବା ସ୍ଥାନମାନଙ୍କରେ ରଖି ଆଦିବାସୀମାନେ ଅତି ସହଜରେ ମୂଷା ଧରନ୍ତି। ଆପଣ ଭିଡିଓରେ ଦେଖୁଥିବା ଯନ୍ତାଗୁଡ଼ିକ ବାଉଁଶ ଓ ଶାଳ କାଠରେ ତିଆରି। ମୂଷା ଧରିବାକୁ ସେମାନେ ଅନ୍ୟ ଉପାୟ ବି ଆପଣାଉଥିଲେ। କିନ୍ତୁ ସେଥିମଧ୍ୟରୁ ଏହି ୩ଟିକୁ ମୁଁ ୨୦୧୬ ନଭେମ୍ବରରେ ଘାଘରୀ ଯିବା ବେଳେ କଏଦ କରିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Anupam Paul

Dr. Anupam Paul is deputy director, Government Agricultural Training Centre, Fulia, in Nadia district of West Bengal. He is a passionate folk rice conservator.

Other stories by Anupam Paul
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE