୨୧ ଦିନର ଏକ ସ୍ୱତନ୍ତ୍ର ପାର୍ଲାମେଣ୍ଟ ଅଧିବେଶନରେ କେବଳ କୃଷି ସଂକଟ ଏବଂ ଏ ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେଉ। ୨୦୧୮ ନଭେମ୍ବର ୨୯ ଏବଂ ୩୦ ରେ ନୂଆ ଦିଲ୍ଲୀରେ ହେବାକୁ ଥିବା ବିଶାଳ ଚାଷୀ ସମାବେଶରେ ଏହି ଦାବି ଉପସ୍ଥାପନ ହେବ। ସମାବେଶରେ ସାରା ଦେଶର ଚାଷୀ ଏକତ୍ରିତ ହେବେ। ୨୯ ତାରିଖରେ ସର୍ବ ଭାରତ କିଷାନ ସଂଘ ସମନ୍ୱୟ କମିଟି ଡାକରାରେ ବହୁ ଚାଷୀ ଦିଲ୍ଲୀ ବାହାରୁ ୧୫-୨୦ କିଲୋମିଟର ଦୂରରୁ ଏକ ଶୋଭାଯାତ୍ରାରେ ଆସି ରାମଲୀଲା ପଡ଼ିଆରେ ପହଞ୍ଚିବେ। ୩୦ ତାରିଖରେ ପଦଯାତ୍ରା ସଂସଦ ଭବନ ପର୍ଯ୍ୟନ୍ତ ଯିବ। କାହିଁକି ଆମେ ତିନି ସପ୍ତାହର ଏକ ସ୍ୱତନ୍ତ୍ର ଅଧିବେଶ ଚାହୁଁଛୁ?

ଏହା ତାର କାରଣ .....

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀକୁ ବେଦଖଲ ପାଇଁ ଲମ୍ବା ପଦଯାତ୍ରା

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE